ETV Bharat Reality Check; କଟକ ଗଣ୍ଡଗୋଳ ଘଟଣା 10 ଦିନ ପରେ ବି ସ୍ୱାଭାବିକ ହୋଇନି ବ୍ୟବସାୟ, ପ୍ରଭାବିତ ବ୍ୟବସାୟୀ
2025-10-22 0 Dailymotion
ଯେଉଁଠି ଦିନେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିଲା ସେଠି 10 ଦିନ ପରେ ବି କାରବାର ସ୍ୱାଭାବିକ ହୋଇନି । କଟକ ଗଣ୍ଡଗୋଳ ଘଟଣା ପରେ ପ୍ରଭାବିତ ହୋଇଛନ୍ତି ବ୍ୟବସାୟୀ ।