Surprise Me!

ନୂଆପଡ଼ା ଉପନିର୍ବାଚନ; ଉପମୁଖ୍ୟମନ୍ତ୍ରୀ କେଭି-ଜୟନାରାୟଣଙ୍କୁ ଗୁରୁଦାୟିତ୍ୱ, 8 ମନ୍ତ୍ରୀ ଜଗିବେ 8ଟି ଜୋନ

2025-10-23 2 Dailymotion

ଦୁଇ ବରିଷ୍ଠ ନେତାଙ୍କୁ ନୂଆପଡ଼ା ଉପନିର୍ବାଚନ ଦାୟିତ୍ବ ଦେଲା ବିଜେପି । ଉପମୁଖ୍ୟମନ୍ତ୍ରୀ କେଭି, ବିଧାୟକ ଜୟନାରାୟଣଙ୍କୁ ନିର୍ବାଚନ ପ୍ରଚାର ଏବଂ ପରିଚାଳନା ଦାୟିତ୍ୱ ।

Buy Now on CodeCanyon