ସେନାର ପ୍ରଥମ ପସନ୍ଦ ଓଡିଆ ଛାତ୍ରଙ୍କ ଷ୍ଟାର୍ଟଅପ୍ 'ଆଇଜି ଡ୍ରୋନ୍ସ', ଅପରେସନ୍ ସିନ୍ଦୁରରେ କଲା କମାଲ, ଚୀନ ସୀମାରେ ମାରୁଛି ପଇଁନ୍ତରା
2025-10-23 34 Dailymotion
କାର୍ଗିଲ୍ ଓ୍ବାର ଭେଟେରାନ ତଥା ଭାରତୀୟ ସେନାର ପୂର୍ବତନ ଏଡିଜି ମେଜର ଜେନେରାଲ ରମେଶ ଚନ୍ଦ୍ର ପାଢ଼ୀ ଓଡିଶା ନିର୍ମିତ 'ଆଇଜି ଡ୍ରୋନ୍ସ' ସମ୍ପର୍କରେ କଣ ସବୁ କହିଲେ...