ବସ୍ଟି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା । ବାଇକ ଧକ୍କା ଦେବାରୁ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । 41 ଯାତ୍ରୀ ବସରେ ଥିଲେ ।