Surprise Me!

ଗାଡିରେ ଲାଗିବନି ବିକଟାଳ ଶବ୍ଦ କରୁଥିବା ହର୍ଣ୍ଣ; ଅମାନିଆଙ୍କୁ ସାବାଡ କରିବ କମିଶନରେଟ ପୋଲିସ

2025-10-24 0 Dailymotion

ଗାଡିରେ ଲାଗିଥିବା ବିକଟାଳ ହର୍ଣ୍ଣକୁ ବନ୍ଦ କରିବା ପାଇଁ  ଗୁରୁବାରଠାରୁ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ଶବ୍ଦ ପ୍ରଦୂଷଣ କରୁଥିବା ୬୨ ବସରୁ ୩୧ ହଜାର ଜରିମାନା ଅଦାୟ କରାଯାଇଛି ।

Buy Now on CodeCanyon