ବସିବା ଶୈଳୀ କହିବ ବ୍ୟାକପେନ୍ର କାରଣ, କେମିତି ପାଇବେ ମୁକ୍ତି ? ଶୁଣନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁହଁରୁ
2025-10-24 8 Dailymotion
ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ନିକଟରେ ବ୍ୟାକପେନ୍ ସମସ୍ୟା ଦେଖାଦେଉଛି । ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ହରେକୃଷ୍ଣ ସାହୁଙ୍କ ପରାମର୍ଶ ।