ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି; ରାସ୍ତାରେ ଗର୍ଜିଲା ବିଜେଡି, ସାମ୍ବାଦିକ ସମ୍ମିଳନୀରେ ଜବାବ ଦେଲା ବିଜେପି
2025-10-24 0 Dailymotion
ପୀତବାସ ହତ୍ୟାକାଣ୍ଡ ମାମଲାରେ ବିକ୍ରମ ପଣ଼୍ଡାଙ୍କ ଗିରଫଦାରୀକୁ ଉଦ୍ଦେଶ୍ୟମୂଳକ କହି ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି । ଏପଟେ ବିଜେପି ଅଭିଯୋଗ ଆଣିଲା ବିରୋଧୀ ବିଜେଡି ତଦନ୍ତକୁ ବାଟବଣା କରୁଛି ।