ନଭେମ୍ବର ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଜଙ୍ଗଲ ଭିତରେ ଚାଲିବ ବାଘ ଗଣନା କାର୍ଯ୍ୟକ୍ରମ । ଏନେଇ ବନବିଭାଗ କର୍ମଚାରୀଙ୍କୁ ଦିଆଯାଉଛି ତାଲିମ୍ ।