ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ 44 ଜଣ ଆଇନଜୀବୀ ୱକାଲତନାମା ଦାଖଲ କରିଛନ୍ତି ।