ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଗେଡୁ ଓରଫ ଆଲୋକ ଭୋଇ ଏବଂ ମୁନା ଓରଫ ପବିତ୍ର ଭୋଇ।