Surprise Me!

କୁର୍ଣ୍ଣୁଲ ବସ୍‌ ଅଗ୍ନିକାଣ୍ଡ ଘଟଣା; ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ଚାକିରି ପାଇଁ ଯାଉଥିଲେ ବେଙ୍ଗାଲୁରୁ

2025-10-25 2 Dailymotion

କୁର୍ଣ୍ଣୁଲ ଯାତ୍ରୀବାହୀ ବସ୍‌ ଅଗ୍ନିକାଣ୍ଡ ଘଟଣାରେ ରାୟଗଡ଼ାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁର କେ ଦୀପକ କୁମାର ।

Buy Now on CodeCanyon