ମଗଜି ଲଡୁ, ସମ୍ବଲପୁରରେ ବନ୍ଧ ଶାଢ଼ି, କଟକ ରୂପା ତାରକସି, ପିପିଲି ଚାନ୍ଦୁଆକୁ ମିଳିଲା ଜିଆଇ ଟ୍ୟାଗ । ହେଲେ ପ୍ରମାଣ ନ ଥିବାରୁ କୋରାଖଇ ଏହି ମାନ୍ୟତାରୁ ବଞ୍ଚିତ ହୋଇଛି ।