ପୁରୀରେ ବାତ୍ୟା ମୋନ୍ଥା ପ୍ରସ୍ତୁତି, ସମୁଦ୍ରରେ ଗାଧୋଇବା କଟକଣା, ଅକ୍ଟୋବର ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
2025-10-26 31 Dailymotion
ପୁରୀ ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ ପ୍ରସ୍ତୁତ । ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି। ଆସନ୍ତା ୨୯ ଯାଏ ସମୁଦ୍ରରେ ଗାଧୋଇବା ଉପରେ ଲାଗିଲା କଟକଣା ।