ରାଜଧାନୀରେ ବୁଲା କୁକୁରଙ୍କ ସଂଖ୍ୟା ପାଖାପଖି 47 ହଜାର। ଗୋଟିଏ ଦିନରେ ପାଖାପାଖି 100 କୁକୁର କାମୁଡ଼ାରେ ଆକ୍ରାନ୍ତ ରୋଗୀ କ୍ୟାପିଟାଲ ହସ୍ପିଟାଲ ଆସୁଛନ୍ତି।