ଶ୍ରୀମନ୍ଦିରରେ ନକଲି ଯାତ୍ରୀ ଗୁମାସ୍ତାଙ୍କ ପ୍ରାଦୁର୍ଭାବ ବୃଦ୍ଧି, ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ନାଁରେ ଠକେଇ ଅଭିଯୋଗ
2025-10-26 41 Dailymotion
ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସହଜରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରାଇଦେବା କହି ଶ୍ରଦ୍ଧାଳୁଙ୍କୁ ନକଲି ଯାତ୍ରୀ ଗୁମାସ୍ତା ଠକୁଥିବା ଅଭିଯୋଗ ।