Surprise Me!

ବିଜ୍ଞାନ ଶିକ୍ଷକଙ୍କ ଚିତ୍ରକଳା ନିଶା; ବୃକ୍ଷ ସୁରକ୍ଷା ପାଇଁ ଗଛରେ କରୁଛନ୍ତି ଆର୍ଟ, ହାତେଇଲେଣି ବହୁ ରେକର୍ଡ

2025-10-26 183 Dailymotion

ବିଜ୍ଞାନ ଶିକ୍ଷକ ଅଜୟ କୁମାର ଘୋଷଙ୍କ ନିଶା ଚିତ୍ରଆଙ୍କିବା । ବାଲିରେ ଏବଂ ଗଛର ବକ୍କଳରେ ଚିତ୍ର ଆଙ୍କୁଛନ୍ତି । ମୁରୁଜ ଆର୍ଟରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିଛନ୍ତି ।

Buy Now on CodeCanyon