Surprise Me!

ମାଡିଆସୁଛି ବାତ୍ୟା 'ମୋନ୍ଥା'; ରେଡ୍‌ ଜୋନରେ 8 ଜିଲ୍ଲା, କାଲି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତରଣ, 2 ଦିନ ଅଙ୍ଗନବାଡି-ସ୍କୁଲ ବନ୍ଦ

2025-10-26 15 Dailymotion

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ‘ବାତ୍ୟା’ ସମୀକ୍ଷା । ଏହି ସବୁ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ର ଏବଂ ସ୍କୁଲ ଦୁଇ ଦିନ ବନ୍ଦ ।

Buy Now on CodeCanyon