ବାତ୍ୟା 'ମୋନ୍ଥା' ମୁକାବିଲା; ଅତ୍ୟାଧୁନିକ ଯନ୍ତ୍ରପାତି ସହ ପ୍ରସ୍ତୁତ ଅଗ୍ନିଶମ ବିଭାଗ- CFO ରମେଶ ମାଝୀ
2025-10-27 7 Dailymotion
ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ । ରେଡ ଜୋନରେ ଥିବା ଜିଲ୍ଲାରେ ମୁତୟନ ହୋଇଛନ୍ତି ଟିମ୍ । କେତେ ଚ୍ୟାଲେଞ୍ଜିଂ ରହିବ ମିଶନ କହିଲେ ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ।