ଅଧିକ ବର୍ଷା ସମ୍ଭାବନା ଥିବାରୁ ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି । ଯଦି କୌଣସି ଅସୁବିଧା ହୁଏ ତେବେ ତୁରନ୍ତ ପ୍ରଶାସନର ସହଯୋଗ ନିଅନ୍ତୁ ।