Surprise Me!

ନୂଆପଡାରେ ସ୍ବାଧୀନ ପ୍ରାର୍ଥୀଙ୍କ ନିଆରା ପ୍ରଚାର, ଚିଠି ଲେଖି ଭୋଟ ମାଗିଲେ

2025-10-27 109 Dailymotion

ନୂଆପଡ଼ା ରାଜନୀତି ସରଗରମ । ତିନି ପ୍ରମୁଖ ଦଳ ପାଇଁ ପ୍ରଚାର ମୈଦାନରେ ହେବିୱେଟ୍ । ଚିଠି ଲେଖିଲେ ଭୋଟ ମାଗିଲେ ସ୍ବାଧୀନ ପ୍ରାର୍ଥୀ ଭକ୍ତବନ୍ଧୁ ଧରୁଆ ।

Buy Now on CodeCanyon