ସମୁଦ୍ରରେ ସ୍ନାନ ନ କରିବାକୁ କହିବାରୁ ପର୍ଯ୍ୟଟକଙ୍କ ଲାଇଫଗାର୍ଡ଼ଙ୍କ ଉପରେ ଆକ୍ରମଣ । ଅମାନିଆ ପର୍ଯ୍ୟଟକଙ୍କ କାର୍ଯ୍ୟରତ ଲାଇଫ୍ଗାର୍ଡ଼ଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ ।