Cyclone Montha Update: ରାତି 9ଟାରୁ 12 ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ମୋନ୍ଥା, ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ
2025-10-28 11 Dailymotion
ଘଣ୍ଟାକୁ 12 କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା । ଆଜି ସନ୍ଧ୍ୟା କିମ୍ବା ରାତିରେ ଲ୍ୟାଣ୍ଡଫଲ୍ । ମଚ୍ଛଲିପଟ୍ଟନମଠାରୁ 120 କିଲୋମିଟର ଦୂରରେ ମୋନ୍ଥା ।