ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ଧସିଲା ପାହାଡ । ରାସ୍ତା ଉପରକୁ ଖସିଲା ବଡ଼ ବଡ଼ ପଥର । ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ କାମ ଆରମ୍ଭ ।