Surprise Me!

ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଝାଡାବାନ୍ତି; 15 ଅନ୍ତେବାସୀ ଆକ୍ରାନ୍ତ, SCBରେ ଭର୍ତ୍ତି

2025-10-29 0 Dailymotion

ଗତକାଲି ରାତିରେ ଅନ୍ତବାସୀମାନେ ହଷ୍ଟେଲ ମେସରେ ଖାଦ୍ୟ ଖାଇଥିଲେ । ଭୋର ସମୟରେ କିଛି ଅନ୍ତେବାସୀଙ୍କ ପେଟ କାଟିବା ସହ ଝାଡା ବାନ୍ତି ହୋଇଥିଲା ।

Buy Now on CodeCanyon