Surprise Me!

ସୁନା ଝିଅ ଶିବାନୀ; ଆବୁଧାବିରେ ପରିବେଶ ସୁରକ୍ଷାର ମନ୍ତ୍ର ଦେଲେ, ବିଶ୍ୱ ବୈଜ୍ଞାନିକଙ୍କ ପ୍ରଶଂସା ସାଉଁଟିଲେ

2025-10-29 138 Dailymotion

ଆବୁଧାବିରେ ଆୟୋଜିତ IUCN World Conservation Congress 2025ରେ ଯୋଗ ଦେଇଥିଲେ ଶିବାନୀ ପାଢୀ । ବିଶ୍ୱର ୧୫ ଜଣଙ୍କ ମଧ୍ୟରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ ବ୍ରହ୍ମପୁରର ଝିଅ ଶିବାନୀ ।

Buy Now on CodeCanyon