Surprise Me!

ଟଳିଲା ବାତ୍ୟା ମୋନ୍ଥା; ଆଶ୍ରୟସ୍ଥଳ ଛାଡ଼ି ଘରକୁ ଫେରିଲେ ଜନସାଧାରଣ, ସରକାରଙ୍କ ପଦକ୍ଷେପକୁ ପ୍ରଶଂସା

2025-10-29 29 Dailymotion

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସୁରକ୍ଷିତ ଆଶ୍ରୟସ୍ଥଳରେ ପ୍ରାୟ ୩୯୦୦ ବ୍ୟକ୍ତିବିଶେଷଙ୍କୁ ଆଣି ରଖାଯାଇଥିବା ବେଳେ ସେଠାରେ ଜଳଖିଆ ଠାରୁ ଆରମ୍ଭକରି ମଧ୍ୟାହ୍ନ ଭୋଜନ ଏବଂ ରାତ୍ର ଭୋଜନ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଥିଲା।

Buy Now on CodeCanyon