ସଫେଇ କର୍ମଚାରୀ ଚାକିରି କରାଇ ଦେବା ଆଳରେ ଠକେଇ ଘଟଣାରେ ଏଜେଣ୍ଟ ଭାବେ କାମ କରୁଥିବା ଆଉ 18 ଜଣଙ୍କୁ ଅଟକ ରଖି ବୁର୍ଲା ପୋଲିସ ପଚରାଉଚରା କରୁଛି ।