ବର୍ତ୍ତମାନ ସୁଦ୍ଧା କେହି ବାଘକୁ ଦେଖିନଥିଲେ ମଧ୍ୟ ପାଦଚିହ୍ନ ଠାବ ହୋଇଛି। ଜଙ୍ଗଲ ମଧ୍ୟକୁ ପ୍ରବେଶ ନ କରିବାକୁ ବନ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ସତର୍କ କରାଯାଉଛି ।