ଯାଜପୁର କଳିଙ୍ଗନଗରରେ ସ୍ଥାପିତ ମେସ୍କୋ ଷ୍ଟିଲ କାରଖାନା ଦୀର୍ଘ 6 ବର୍ଷ ହେଲା ବନ୍ଦ ପଡିଛି । ଚାକିରି ହରାଇ ଦୁର୍ଦ୍ଦିନରେ ବିସ୍ଥାପିତ ଓ କର୍ମଚାରୀ ।