Surprise Me!

ବୈତରଣୀ ନଦୀରେ ବାଲି ସତ୍ୟାଗ୍ରହ, ଚୋରା ଚାଲାଣ ବନ୍ଦ କରିବାକୁ ଦାବି

2025-10-30 5 Dailymotion

ବୈତରଣୀ ନଦୀରେ ଚାଲିଛି ବେଧଡ଼ ବେଆଇନ୍ ବାଲି ଚୋରା ଚାଲାଣ । ଆନ୍ଦୋଳନକୁ ଓହ୍ଲାଇଲେ କରଗୋଳା ଗ୍ରାମବାସୀ । ତୁରନ୍ତ ବେଆଇନ୍ ବାଲିଘାଟ ବନ୍ଦ କରିବାକୁ ଦାବି ।

Buy Now on CodeCanyon