ଏସଆଇ ପରୀକ୍ଷା ଦୁର୍ନୀତିରେ ଆନ୍ତଃରାଜ୍ୟ ଲିଙ୍କ ରହିଥିବା ନେଇ ସିବିଆଇକୁ ଅବଗତ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ।