Surprise Me!

ଖର୍ଚ୍ଚ ହେଲା ୧୦୦ କୋଟି, ବର୍ଷକ ଭିତରେ ପୁରୀ ବେଳାଭୂମିରେ ବିଗିଡ଼ି ଗଲାଣି ଅବସ୍ଥା

2025-10-31 16 Dailymotion

ବେଳାଭୂମି ସୌନ୍ଦର୍ଯ୍ୟକରଣରେ କୋଟି କୋଟି ଖର୍ଚ୍ଚ । ଭାଙ୍ଗି ଗଲାଣି ନବ ନିର୍ମିତ ଫୁଟପାଥ । ଅଚଳ ଅବସ୍ଥାରେ ଶୌଚାଳୟ । ବେଳାଭୂମି ଅବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ।

Buy Now on CodeCanyon