କାର୍ତ୍ତିକ ପୂର୍ଣ୍ଣମାରେ ଡଙ୍ଗା ଭସା ପାଇଁ ଭୁବନେଶ୍ବରର ବିଭିନ୍ନ ଜଳାଶୟର ବ୍ୟାପକ ବ୍ୟବସ୍ଥା କରାଯାଇଛି । 15 ଫୁଟର ଡଙ୍ଗା ତିଆରିରେ ଲାଗିପଡିଛନ୍ତି କାରିଗର ।