ପ୍ରଦୂଷଣ ବିଭାଗ ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ପ୍ରକଳ୍ପକୁ ଯାଇ ଅନୁଧ୍ୟାନ କରିବା ସହ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି।