୧୯୭୧ ବାତ୍ୟା ମୃତକଙ୍କୁ ଓକିଲପାଳ ଗାଁରେ ପିଣ୍ଡଦାନ। ବାତ୍ୟାରେ ମରିଥିଲେ ୬୦୦ରୁ ଅଧିକ ଲୋକ। ଅନେକଙ୍କ କୁଳ ଉଜାଡ଼ି ଥିଲା ସେଦିନର ବାତ୍ୟା।