ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ତୃତୀୟ ଅଧ୍ୟାପକ ବହିଷ୍କୃତ; 20 ବର୍ଷ ପରେ ଧରାପଡିଲା କଳାକାରନାମା
2025-11-02 8 Dailymotion
ବାଲିକୁଦା କଲେଜ ଅଧ୍ୟାପକଙ୍କ କାରନାମା । ଜାଲ ସାର୍ଟିଫିକେଟ ଦେଇ 47 ବର୍ଷ ବୟସରେ କରିଥିଲେ ଚାକିରୀ । କଲେଜ ଗଭର୍ଣ୍ଣିଙ୍ଗ ବଡିର ସଭାପତି ଭାବେ ଉପଜିଲ୍ଲାପାଳ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।