ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ଓମ୍ । ଦୁଇ ଥର ନାକଚ କରିଥିଲେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ମିଳିଲା ସାର୍ଟିଫିକେଟ ।