ଭକ୍ତମାନେ ଭିଭିଆଇପିଙ୍କ ଯିବା ରାସ୍ତାରେ ଥିବା ବ୍ୟାରିକେଡ୍ କୁ ଠେଲି ଜୋର ଜବରଦସ୍ତ ପ୍ରବେଶ କରିଥିଲେ। ଫଳରେ ଠେଲା ପେଲା ସୃଷ୍ଟି ହୋଇଥିଲା।