ଗଞ୍ଜାମ ପୋଡ଼ମପେଟାରେ ଗର୍ଜିଲା ଜଳବାୟୁ ପରିବର୍ତ୍ତନ ବିରୋଧୀ ସ୍ବର, ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କଲା 'କ୍ଲାଇମେଟ୍ ବିଲ୍'
2025-11-02 58 Dailymotion
ଓଡ଼ିଶା ଉପକୂଳରେ ବିଶ୍ଵନେତା ମାନଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧିତ ବାର୍ତ୍ତା ପହଞ୍ଚାଇବା ଏହି କ୍ଲାଇମେଟ୍ ବିଲ୍ର ମୁଖ୍ୟ ଲକ୍ଷ୍ୟ ।