ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ 40ଟି ଗାଁ ରହିଛି । ଗାଁ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ହିଂସ୍ର ଜନ୍ତୁ । ରାତି ଅନିଦ୍ରା ରହି ପାଳି କରି ଜଗୁଛନ୍ତି ଫସଲ