ପୋଲିସ ଏସ୍.ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ଜାମିନ ନାମଞ୍ଜୁର ହେବାପରେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କୁ କୋର୍ଟଚାଲାଣ କରାଯାଇଥିଲା ।