ନବୀନଙ୍କ ଅଭିଯୋଗର ଜବାବ ରଖିଲେ ଜୟ । କହିଲେ, ବାପା ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଥରେ ବି ଦେଖିବାକୁ କେହି ଆସିନଥିଲେ ।