ରକ୍ତଦାନ ପାଇଁ ସମର୍ପିତ 'ସମର୍ପଣ': 8 ବର୍ଷରେ 65 ଶିବିର, 4000 ୟୁନିଟ ରକ୍ତ ସଂଗ୍ରହ
2025-11-04 38 Dailymotion
୨୦୧୭ରୁ ୨୦୨୫ ମଧ୍ୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ ବ୍ୟାଙ୍କକୁ ୪ ହଜାର ୟୁନିଟ ରକ୍ତ ଯୋଗାଇଛି ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ । ଉପକୃତ ହେଉଛନ୍ତି ଜିଲ୍ଲାର 300 ଥାଲାସେମିଆ ରୋଗୀ ।