କାର୍ତ୍ତିକ ପୂର୍ଣ୍ଣମୀ; ଭୁବନେଶ୍ୱରରେ ଚାହିଦାରେ 'ଗୋବର' ଡଙ୍ଗା, ଜଳ-ଜୀବ ଜଗତ ଭିତରେ ସନ୍ତୁଳନର ବାର୍ତ୍ତା
2025-11-04 9 Dailymotion
ରାଜଧାନୀ ଭୁବନେଶ୍ୱର ବଜାରରେ ପ୍ରଥମ ଥର ପାଇଁ ବିକ୍ରି ହେଉଛି ବିଭିନ୍ନ ବୀଜ ସହ ଗୋବରରେ ପ୍ରସ୍ତୁତ ଡଙ୍ଗା । ଶୁଣନ୍ତୁ ଏହି ଡଙ୍ଗା ନେଇ କଣ କହୁଛନ୍ତି ଡଙ୍ଗା ବ୍ୟବସାୟୀ...