Surprise Me!

ପାଠ ଦେଖାଇବ ଖୁସିରେ ରହିବାର ବାଟ: ଜିଏମ ବିଶ୍ୱବିଦ୍ୟାଳୟରେ ‘ସାର୍ଟିଫିକେଟ କୋର୍ସ ଇନ୍ ହାପିନେସ୍’

2025-11-04 16 Dailymotion

ଛାତ୍ରଛାତ୍ରୀମାନେ ପଥଭ୍ରଷ୍ଟ ହୋଇ ଆତ୍ମହତ୍ୟା କରୁଛନ୍ତି l ବୁଦ୍ଧିଜୀବୀମାନଙ୍କ ମତରେ ପୁରୁଣା ଶିକ୍ଷାବ୍ୟବସ୍ଥା ଏଥିପାଇଁ ଦାୟୀ । ଏହି ଶିକ୍ଷାବ୍ୟବସ୍ଥା କେଵଳ ରୋଜଗାର କରିବାର ପନ୍ଥା ଦେଖାଉଛି,ଭଲ ମଣିଷ ହେବା ଶିଖାଉ ନାହିଁ l

Buy Now on CodeCanyon