ବାରିପଦା ସଦର ଥାନା ପୋଲିସ ଅଭିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସେନାପତିଙ୍କୁ ଗିରଫ କରି ଆଜି ବାରିପଦା କୋର୍ଟ ଚାଲାଣ କରିଛି।