ଏଣିକି 3100 ବଦଳରେ ଧାନ କ୍ୱିଣ୍ଟାଲ ପିଛା 3169 ଟଙ୍କା ଦେବେ ସରକାର l ସରକାରଙ୍କର ଏହି ନିଷ୍ପତ୍ତିକୁ ଚାଷୀମାନେ ସ୍ୱାଗତ କରିଛନ୍ତି ।