ଗୋପାଳପୁରରେ ଆୟୋଜିତ ହୋଇଯାଇଛି ପ୍ରଥମ ବୋଇତ ବନ୍ଦାଣ ମହୋତ୍ସବ । ଆଗାମୀ ତିନି ଦିନ ଧରି ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।