ବହୁମୁଖୀ ପ୍ରତିଭାର ରାଣୀ ଓମରାନ୍ନି; ନୃତ୍ୟ ଏବଂ କ୍ରୀଡ଼ା କ୍ଷେତ୍ରରେ ସାଉଁଟୁଛନ୍ତି ସଫଳତା
2025-11-05 27 Dailymotion
ପାଦରେ ଘୁଙ୍ଗୁର ବାନ୍ଧି ଓଡ଼ିଶୀ ନାଚନ୍ତି । ସେ ସେହି ପାଦରେ ସ୍ଟିରପ୍ରେ ଚଢ଼ି ଘୋଡ଼ା ଉପରେ ସବାର ହୁଅନ୍ତି । ନୃତ୍ୟରୁ ନେଇ କ୍ରୀଡ଼ା ସବୁଠି ଛାଡ଼ିଛନ୍ତି ନିଜର ସ୍ବତନ୍ତ୍ର ଛାପ ।