ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ବୌଦ୍ଧ ଜିଲ୍ଲାର ଡମ୍ବରୁ ଗଡ଼ ପାହାଡ଼ । ଏହି ସ୍ଥାନ ବୌଦ୍ଧ ଓ ସିଦ୍ଧ ସନ୍ୟାସୀଙ୍କ ତପୋଭୂମି ବୋଲି ବିଶ୍ବାସ ରହିଛି ।